ପାଣି ପାଇଁ ପଡୁଛି ଲଟେରୀ । ବ୍ରହ୍ମପୁରରୁ ଆସିଲା ଜଳକଷ୍ଟର ବିକଳ ଚିତ୍ର । ଛତ୍ରପୁର ଷ୍ଟେସନ ରୋଡ ଅଞ୍ଚଳରେ ମାତ୍ର 15 ମିନିଟ ପାଇଁ ପାଣି ଆସିଥାଏ । ଆଉ ଏହି ସମୟ ମଧ୍ୟରେ ଲଟେରୀ ମାଧ୍ୟମରେ ଯାହାର ନମ୍ବର ଆସେ ସିଏ ପାଣି ନିଏ । ଆଉ ଯାହାର ଶେଷ ନମ୍ବର ତାକୁ ନିରାଶ ହେବାକୁ ପଡେ...
#ArgusNews #Odisha #Berhampur #Lottery #Water_Problem