ଅର୍ଗସ ଲେନସରେ ଡନର ପ୍ରେମିକା । ବୟସ 18 ହେଲେ, ପୋଲିସ ଆଖିରେ ସେ ହେଉଛି ଗ୍ୟାଙ୍ଗଷ୍ଟରକୁ ଗାୟବ କରିବା ପଛର ଖଳନାୟିକା । ରାଜଧାନୀରେ ଚାକିରି କରିବ କହି ଭୋଗରାଇ ଛାଡି ଆସିଥିବା ଏ ରହସ୍ୟମୟ ଯୁବତୀକୁ ପୋଲିସ ଗିରଫ କରିଛି । ହେଲେ ଗ୍ୟାଙ୍ଗଷ୍ଟରକୁ ଖସାଇବାର ପ୍ରକୃତ ଷଡଯନ୍ତ୍ର କାରି କିଏ ତା ଉପରୁ ପୋଲିସ ପରଦା ଉଠାଇପାରିନି....
#ArgusNews #Odisha #Hydar #Gangstar #Lover