ଭଦ୍ରକ ଚାନ୍ଦବାଲି ବ୍ଳକରେ ଚୋରା ମଦର ବନ୍ୟା । ଏହାକୁ ରୋକିବାକୁ ନା ଅବକାରୀ ବିଭାଗ କାର୍ଯ୍ୟକରୁଛି ନା ପୋଲିସ । ଚାନ୍ଦବାଲିରେ ଅବକାରୀ କାର୍ଯ୍ୟଳୟରେ ବର୍ଷ ସାରା ସବୁ ସମୟରେ ତାଲା ଝୁଲୁଛି । ଚୋରା ମଦର ଅବାଧ କାରବାର ରୋକିବା ପାଇଁ ବହୁବାର ବିରୋଧ ହୋଇଛି । ମଦକୁ ନେଇ ମହିଳାଙ୍କ ପ୍ରତିବାଦ...
#ArgusNews #OdishaNews #Bhadrak #Chandabali #Liquor