ଅଗ୍ନିକାଣ୍ଡରେ ଜଳିଗଲା 10 ଵଖରା ଘର । ଵନ୍ତ ଵ୍ଲକ ଓଡଙ୍ଗ ପଞ୍ଚାୟତ ଓଡଙ୍ଗ ଗାଁରେ ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି 10 ଵଖରା ଘର ଭସ୍ମୀଭୂତ ହୋଇଯାଇଛି । ଧନଶ୍ୱେର ମହୁରୀ ଓ ପୁନିଆ ମହୁରୀଙ୍କର 10 ବଖରା ଘର ଭସ୍ମୀଭୂତ ହୋଇଯିବା ସହ ଘରର ସବୁ ଆସବାବପତ୍ର ଓ ଧାନ, ଚାଉଳ, ଘର କରଣା ଜିନିଷ ପୋଡି ପାଉଁଶ ହୋଇଯାଇଛି ...
#ArgusNews #

#ArgusNews #FireMiashape #Bhadrak #Odisha #Fire
#Bhadrak #Odisha #Fire