ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୁରକ୍ଷା ଦେଉଛନ୍ତି ମୁଖିଆ
ମାହାଙ୍ଗା ଡବଲମର୍ଡର ଘଟଣାରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ସରକାର.... ସାଧାରଣ ଲୋକଙ୍କ ରକ୍ତରେ ହୋରି ଖେଳିବାକୁ ପଛାଉନାହାନ୍ତି ବିଜେଡି ଦଳର ବିଧାୟକ, ମନ୍ତ୍ରୀ , ସାଂସଦ । ସରକାରଙ୍କ ଛତ୍ରଛାୟା ତଳେ ଚାଲିଛି ମାହାଙ୍ଗାରେ ଅରାଜକତା...ଖୁନୀ ମନ୍ତ୍ରୀଙ୍କୁ ଛଡାଯାଇଛି ଖୁନ୍ କରିବା ପାଇଁ....ବିଜେପି ନେତା କୁଳମଣି ବରାଳ ହତ୍ୟାକାଣ୍ଡରେ ଖୋଦ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ 13 ନମ୍ବର ମୁଦାଲାରେ ଥିବା ବେଳେ କଣ ପାଇଁ ତାଙ୍କୁ ଜେରା କରାଯାଇନି ବୋଲି ପ୍ରଶ୍ନ କରିଛି ବିଜେପି......
#ArgusNews #Odisha #Cuttack #Mahanga #DoubleMurder
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app