ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ମାଆ ତାରା ତାରିଣୀଙ୍କ ଚୈତ୍ର ପର୍ବ । ବୟସ୍କ, ଗର୍ଭବତୀ ମହିଳା ଓ ଶିଶୁଙ୍କ ଯିବା ଉପରେ ବାରଣ ରହିଛି । ଚଳିତ ଚୈତ୍ର ମାସରେ 5ଟି ମଙ୍ଗଳବାର ପଡୁଥିବାରୁ ପ୍ରତି ସୋମବାର ସେବାୟତଙ୍କ କୋରୋନା ଟେଷ୍ଟ କରାଯିବ । ସେହିପରି ଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ 10 ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି....
#ArgusNews #Odisha #Berhampur #Taratarini_Temple #Chitra_Jatra