ଡିଜିଟାଲରୁ ସାଟେଲାଇଟ ହେବା ପୂର୍ବରୁ ଜନ ପରାମର୍ଶ ପାଇଁ ଅର୍ଗସର ଅଭିନବ ପ୍ରୟାସ । ଅନୁଗୁଳ ଢେଙ୍କାନାଳ, ସମ୍ବଲପୁର, ମୟୁରଭଞ୍ଜ, କଟକ, କୋରାପୁଟ, ପୁରୀ, ଭଦ୍ରକ, ଗଞ୍ଜାମ, ଖୋର୍ଦ୍ଧା ଏବଂ ଯାଜପୁର ପରେ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ସହ ZOOM ମାଧ୍ୟମରେ ଯୋଡି ହୋଇଥିଲା ଅର୍ଗସ...
#ArgusNews #Odisha #Kendrapada #Nagarik_Paramarsh_Sava