ଦେଶ ରକ୍ଷା ପାଇଁ ହାତରେ ଧନୁ
ଚାଲିଛି ସଭା,ସମାବେଶ ଓ ଆକର୍ଷଣୀୟ କାର୍ଯ୍ୟକ୍ରମ । ଉତ୍ସବ ମୁଖର ହୋଇଉଠିଛି ନୂଆପଡା ଜୁନାନିରେ ଥିବା ଏହି ଗୁରୁକୁଳ ଆଶ୍ରମ ।ଗଣବେଶ ରେ ସଜ୍ଜିତ ହୋଇ ସଂଗୀତ ସହିତ ଅଙ୍ଗ ଚାଳନାର ନୈପୁଣ୍ୟତା ପ୍ରଦର୍ଶିତ କରୁଛନ୍ତି । ଖୁଣ୍ଟ ରେ ଝୁଲୁଥିବା ଦଉଡି କୁ ଧରି ଆରୋହଣ ଅବତରଣ ସହିତ ମାଲଖମ୍ଭ ରେ ଅଭ୍ୟାସ କରିବାର ଦୃଶ୍ୟ ଏମାନଙ୍କ ଶିକ୍ଷା ଓ ପ୍ରତିଭାର ପରିଚୟ ଦେଉଛି । ଧ୍ବଜା କୁ ପୁରୋଭାଗରେ ରଖି ସଭା ମଞ୍ଚ ପରିସର ରେ ପ୍ରଦକ୍ଷିଣ ସହିତ ଭାରତ ମାତାକି ଜୟ ର ନାରାରେ ମୁଖରିତ ହେଉଛି ପରିବେଶ......
#ArgusNews #Odisha #Nuapada #Gurukul_Ashram
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app