ବଲାଙ୍ଗୀର ଦେଓଗାଁ ଅନ୍ତର୍ଗତ ଜରାସିଂହା ଗାଁରେ ଗାଈ ଚରାଇବା ଓ ଜମିକୁ ପାଣି ନେବାକୁ କେନ୍ଦ୍ରକରି ହତ୍ୟାକାଣ୍ଡ । ଦୁଇ ପରିବାର ମଧ୍ୟରେ ସଂଘର୍ଷରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଗଣ୍ଡଗୋଳରେ ୨ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି....
#ArgusNews #Odisha #Bolangir #Attack