ସମ୍ବଲପୁର ମହାନଗର ନିଗମରୁ ଆସିଲା ସାଂଘାତିକ ଅଭିଯୋଗ । ପ୍ରକୃତ ହିତାଧିକାରୀ ଘର ଟିଏ ପାଇଁ ବାରମ୍ବାର , ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ହେଉଛନ୍ତି । ଏପରିକି ନାଁ ପଞ୍ଜିକରଣ କରାଯାଉଛି । କିନ୍ତୁ ବର୍ଷ ବର୍ଷ ପରେ ବି ମିଳୁନି ଘର ....
#ArgusNews #Odisha #Sambalpur #AbasaYojanaFailed
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app