ଇନ୍ଦିପୁର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା । କେହି ଡାକ୍ତର ନଥିବାବେଳେ ଫାର୍ମାସିଷ୍ଟ ଚଳାଉଛନ୍ତି ମେଡିକାଲ । ଏହି ଡାକ୍ତରଖାନା ଉପରେ 6ଟି ପଞ୍ଚାୟତବାସୀ ନିର୍ଭର... କିନ୍ତୁ ରୋଗୀଙ୍କୁ ସଠିକ୍ ଚିକିତ୍ସା ମିଳୁନଥିବାରୁ ହଇରାଣ ହେଉଛନ୍ତି ରୋଗୀ....
#ArgusNews #Odisha #Pipili #Indipur #Doctor #Farmasist