ଯାଜପୁର ସୁକିନ୍ଦା ଗଡ ଗ୍ରାମପଞ୍ଚାୟତ ସୁକିନ୍ଦା ରଙ୍ଗିଟାଙ୍ଗର ଆଦର୍ଶ ବିଦ୍ୟାଳୟ ନିକଟରେ ଜଙ୍ଗଲ ଜମିରୁ ମୋରମ ଚୋରି । ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଚୋରି ପରେ ମରଣ ଖାଇ ସୃଷ୍ଟି କରି ଛାଡି ଚାଲିଯାଉଛନ୍ତି । ଯାହା ନା ପ୍ରଶାସନର ନଜରକୁ ଆସୁଛି, ନା ଏବେସୁଦ୍ଧା କିଛି ପଦକ୍ଷେପ ନେଇଛନ୍ତି ସରକାର....
#ArgusNews #Odisha #Jajpur #Sukinda #Morom #Loot