ଗଞ୍ଜାମର ମେଣ୍ଡ ରାଜପୁର ବସ୍ ଦୁର୍ଘଟଣାରେ ଦିବ୍ୟାଙ୍ଗ ହୋଇଥିବା ବ୍ୟକ୍ତି ମାନଙ୍କୁ ମିଳିଲା ଦିବ୍ୟାଙ୍ଗ ସାର୍ଟିଫିକେଟ। ଗୋଡ଼ କଟିଥିବା ମହିଳାଙ୍କୁ ଗୋଟିଏ ମାସ ଭିତରେ ମିଳିବ କୃତିମ ଗୋଡ଼। ଏଥିପାଇଁ ପ୍ରାୟ ଦେଢ଼ ଲକ୍ଷ୍ୟ ଟଙ୍କା ସହାୟତା କରିବେ ରାଜ୍ୟ ସରକାର .....
#ArgusNews #Odisha #Ganjam #ArgusMahaprabhab
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app