ଆଠଗଡ଼ ତହସିଲ ଅଧିନ ମହାଲକ୍ଷ୍ମିପୁର ଗ୍ରାମରେ ସରକାରି ଜାଗାରେ ଅନୁଯୟ ବେହେରାଙ୍କ ଦୋକାନରେ...ଉକ୍ତ ଗ୍ରାମର ଜଣେ ଶାସକ ଦଳର ବ୍ୟକ୍ତି ତାଙ୍କ ଦୋକାନ ଆଗରେ ପାଚେରି ତିଆରି କରିଦେଇଛନ୍ତି...ଏ ନେଇ ଆଠଗଡ଼ ତହସିଲଦାରଙ୍କୁ ଲିଖିତ ଅଭିଯୋଗ...
#ArgusNews #Odisha #Cuttack #Athagarh #Tahsildar #complain