ଉଚ୍ଚତା ମାତ୍ର 3 ଫୁଟ। କିନ୍ତୁ କାମରେ ସେ ପୁରା ମାହିର। ଗୀତ ଗାଇ ଲୋକଙ୍କୁ ସଚେତନତା ହେଉ ବା କୋଭିଡ ପରିସ୍ଥିତି ରୁ ନିଜ ଗାଁ କୁ କରୋନା ମୁକ୍ତ ହେଉ, ସବୁ କିଛିରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସେରଗଡ଼ ବ୍ଲକ ପୁର୍ଣ୍ଣନ୍ଦ ଗାଁ ଉଚ୍ଚତା କମ ଥିବା ଆଶା ଦିଦି ସବିତାଙ୍କ ପ୍ରତିକ୍ରିୟା...
#ArgusNews #Odisha #Ganjam #Asha_Didi