#କୁନି_ମନ_ଜାଣିପାରିଲାନି_ଅଇଁଠାପତ୍ର
ଭୋକର ଦୁନିଆରେ କଏଦ କୁନି ଜୀବନ । ତା ପରିବାରକୁ ସାହାରା ଦେଉନି ସରକାରଙ୍କ ସୁନେଲି ସ୍ବପ୍ନ । ଭୋକର ଜ୍ବାଳାରେ ବୋଜିର ଅଇଁଠା ପତ୍ର ଚାଟୁଥିବାର ବିକଳ ଦୃଶ୍ୟ । ସବୁଠୁ ଦୁଃଖଦ କଥା ଥିଲା ସେ ପତ୍ରରରେ ବି କିଛି ନ ଥିଲା । ଏ ଭିଡିଓଟି ଭାଇରାଲ ହେବା ପରେ ଅର୍ଗସ ଟିମ ପହଞ୍ଚିଥିଲା ସେ ଗାଁରେ....
#ArgusNews #Odisha #Sundargarh #Bonai #Viral_Video #Asahaya