ରାଜ୍ୟ ସରକାରଙ୍କ 5ଟି ନାରା ଉପରେ ପ୍ରଶ୍ନବାଚୀ
ସରକାରଙ୍କ ପିସି ମଷ୍ଟ ଷ୍ଟପ୍ ସ୍ଲୋଗାନର ଧଜ୍ଜିୟା ଉଡାଉଛନ୍ତି ଅଧିକାରୀ....ଏକ ଠିକା କାମକୁ ନେଇ ପିସି ନେଉଛନ୍ତି ବାଲେଶ୍ବର ନୀଳଗିରି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୀଲ ପଣ୍ଡା। ଠିକାଦାରଙ୍କୁ ମାଗିଥିଲେ 10 ହଜାର। 6 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କ୍ୟାମେରା ଆଗରେ ଧରାପଡିଛନ୍ତି ଯନ୍ତ୍ରୀ.....
#ArgusNews #Odisha #Balasore #Nilagiri #Corruption #PC
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app