#ମୋ_ସ୍ୱାମୀ_ସଇତାନ
ହେମଲତା 3 ମାସର ଗର୍ଭବତୀ । ମଣ୍ଟୁ ରାଜନଗର ବ୍ଲକର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରନ୍ତି । ଦୁହେଁ ପ୍ରେମ ବିବାହ କରିଥିଲେ । କିନ୍ତୁ ମଣ୍ଟୁଙ୍କ ପରିବାର ଲୋକେ ଏହାକୁ ଗ୍ରହଣ କରୁନଥିଲେ ।ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥ ଲୁଣା ବ୍ରିଜ ଉପରୁ ମହିଳା ଜଣକ ଆତ୍ମହତ୍ୟା କରିବାକୁ ଆସିଥିଲେ.....
#ArgusNews #Odisha #Kendrapada #Uddhar #Suisideattempt