ଆତ୍ମନିର୍ଭର ଭାରତ ଜଗାଇଛି ମନରେ ସ୍ବପ୍ନ । ସ୍ବପ୍ନକୁ ବାସ୍ତବ ପାଇଁ ସମ୍ବଲପୁର ଅଈଠାପାଲିର ୭ ଜଣ ମହିଳା ଏକାଠି ହୋଇଛନ୍ତି । ସୁତା ,ହ୍ୟାଣ୍ଡେଲ ,ପ୍ରେସିଙ୍ଗ ମେସିନ ଆଦି ବାହାରୁ କିଣି ଆଣି ସେମାନେ ଘରପୋଛା ତିଆରି କରି ବ୍ୟବସାୟରେ ପାଦ ଥାପିଛନ୍ତି....
#ArgusNews #Odisha #Sambalpur #Swabalambi #Atamanirbhar_Bharat