ମହାନଦୀ ମହାନାଟକରେ ବଢୁଛି ସସପେନ୍ସ । ଓଲିଉଡର ବରିଷ୍ଠ କଳାକାର ମିହିର ଦାସଙ୍କ ବୋହୁ ତଥା ଅଭିନେତା ଅମ୍ଳାନଙ୍କ ସ୍ତ୍ରୀ ଭୂମିକା ଦାସ ପାଣିରେ ବୁଡିଯାଉଥିବା ଦେଖିବାକୁ ମିଳିଥିଲା । କିନ୍ତୁ, ବାସ୍ତବ ଚିତ୍ର ଓ ସତ୍ୟତା ଉପରେ ହଟୁନି ପରଦା । ପୂରା ଘଟଣା ଜାଣିବା ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା ଅର୍ଗସ..
#ArgusNews #Odisha #Cuttack #Amlan_Das #Mihir_Das