1999 ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ... 22 ବର୍ଷ ପରେ ଅଭିଯୁକ୍ତ ବିବନକୁ ମୁମ୍ବାଇରୁ ଗିରଫ କଲା କମିସନରେଟ୍ ପୋଲିସ... ଆଜୀବନ କାରାଦଣ୍ଡାଦେଶ ଦାବି କଲେ ପୀଡିତା... ବିବନଙ୍କ ସ୍ତ୍ରୀ କହିଲେ, ତାଙ୍କ ସ୍ବାମୀକୁ ଫସାଇ ଦିଆଯାଇଛି...
#ArgusNews #Odisha #Anjana_Rape_Case #Arrested