୪ ନାବାଳକକୁ ପୁଲିସ ୩ ଦିନ ଧରି ମାଡ ମାରିବା ସହ ବିଦ୍ୟୁତ ସକ୍ ଦେଇଥିବା ଅଭିଯୋଗ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସ ନାମରେ ଆସିଛି ସାଂଘାତିକ ଅଭିଯୋଗ । ୪ ଜଣ ନାବାଳକକୁ ଚୋରି ଘଟଣାରେ ଗିରଫ କରି ତାଂକୁ ତିନି ଦିନ ଧରି ମାଡ ମାରିବା ସହ ବିଦ୍ୟୁତ୍ ସକ୍ ଦେଇ ଆହତ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ....
#ArgusNews #Malkangiri #ElectricShocktoMinor
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app