ସରୋଜଙ୍କ ପରିବାର ଲୋକଙ୍କୁ 12 ଘଣ୍ଟା ଜେରା ଓ ଲାଇ ଡିଟେକ୍ସନ ଟେଷ୍ଟ ପରେ ଘରେ ଛାଡ଼ିଲା ଏସଆଇଟି l ନୟାଗଡ଼ ବହୁଚର୍ଚିତ ପରି ହତ୍ୟାକାଣ୍ଡ ଘଟଣାରେ ଯୁକ୍ତ ୩ ଛାତ୍ର ସରୋଜ ଓ ତାଙ୍କ ପରିବାର ଲୋକଙ୍କୁ ଏସଆଇଟି ଗତକାଲି ସକାଳୁ ଉଠାଇ ନେଇଥିଲା....
#ArgusNews #Odisha #JusticeForParee #Lie_Ditection #SIT