4 ଦିନିଆ ରିମାଣ୍ଡ ପରେ ପୁଣି ଥରେ ଜେଲକୁ ଫେରିଛନ୍ତି ଆକାଶ । ଆକାଶ ପୋଲିସ ସାମ୍ନାରେ ଅନେକ ସତ ମାନିବା ସହ କିଛି ତଥ୍ୟ ଉପସ୍ଥାପନ କରିଥିବା କଥା ପୋଲିସ କହୁଥିବା ବେଳେ ଆକାଶଙ୍କ ଓକିଲ ପୋଲିସ ବିରୁଦ୍ଦରେ ଷଡଯନ୍ତ୍ରର ଅଭିଯୋଗ ଆଣିବା ସହ ପୋଲିସର ଆଇନ ବିରୁ୍ଦ୍ଦାଚରଣ ନିତୀ ବିରୋଧରେ ହାଇକୋର୍ଟରେ ଆଶ୍ରୟ ନେବେ ବୋଲି କହିଛନ୍ତି ...
#ArgusNews #Odisha #OdishaPolice
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app