ହୁ ହୁ ଜଳିଲା ଜଙ୍ଗଲ । ଜଳି ପୋଡି ପାଉଁଶ ହୋଇଗଲା ଛୋଟବଡ଼ ଗଛ ତା ସହ କୀଟ ପତଙ୍ଗ। ବିପଦରେ ଜଙ୍ଗଲୀ ଜନ୍ତୁ । ଗାଁ ଓ ସହର ମୁହାଁ ବନ୍ୟଜନ୍ତୁ । ଫଳରେ କେତେବେଳେ ମଣିଷର ଜୀବନ ଯାଉଛି ତ କେତେବେଳେ ବନ୍ୟଜନ୍ତୁଙ୍କର । ଭୟ ଆଶଙ୍କାରେ ଜଙ୍ଗଲ ସୀମାବର୍ତ୍ତୀ ଗ୍ରାମବାସୀ....
#ArgusNews #Odisha #Balasore #Nilagiri #Jungle #Fire