ରୂପା ଇଟା ମାମଲାରେ ବହୁ ଚର୍ଚ୍ଚାରେ ଥିବା ଏମାର ମଠର ମହନ୍ତଙ୍କ ଠାରୁ ଆଜି ଦାୟିତ୍ବ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ
ମଠ ପରିଚାଳନା ଦାୟିତ୍ବ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ଠାରୁ ହସ୍ତାନ୍ତର କରାଯାଇ ଅନ୍ତରୀଣ ଟ୍ରଷ୍ଟ ମୁଖ୍ୟ ଭାବେ ଉତ୍ତର ପାର୍ଶ୍ବ ମଠର ମହନ୍ତ ନାରାୟଣ ରାମାନୁଜ ଦାସଙ୍କୁ ଅର୍ପଣ କରାଯାଇଛି। ଏମାର ମଠ ମହନ୍ତ ଗାଦି ଛାଡିବାକୁ ପ୍ରସ୍ତୁତ ନଥିବାରୁ ଆଜି ଏଣ୍ତାମେଣ୍ଟ ଇନ୍ସପେକ୍ଟର, ମାଜିଷ୍ଟ୍ରେଟ ଓ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି....
#ArgusNews #Odisha #Puri #EmarMatha