୪୦ ଚାଷୀଙ୍କ ପିଜୁଳି ଚାଷ : ବର୍ଷକୁ ଫଳୁଛି ୯୦ ଟନ
ଟାଙ୍ଗରା ଜମିରେ ସଫଳ ହୋଇଛି ଉଦ୍ୟାନ କୃଷି । ୪୦ ଜଣ ଚାଷୀଙ୍କ ସାମୁହିକ ପ୍ରୟାସରେ ୫୦ ଏକର ଜମିରେ ଫଳୁଛି ପିଜୁଳି। ବର୍ଷକୁ ୩ଟି ଋତୁରେ ଅମଳ ହେଉଛି ୯୦ ଟନ ଫଳ । ବିକ୍ରି ପାଇଁ ଦିଲ୍ଲୀର ମଦରସ ଡାଏରୀ ସହିତ କରାଯାଇଛି ଚୁକ୍ତିନାମା...