ଧରାବତରଣ କରିଛନ୍ତି ମାଆ ସରସ୍ୱତୀ । ତେବେ ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ବନ୍ଦ ଘୋଷଣା ଥିବାରୁ ବିନା ପିଲାମାନଙ୍କରେ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ୟୁନିଟ୍ 8 ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିନା ଛାତ୍ରଛାତ୍ରୀରେ ପାଳନ ହୋଇଥିଲା ସରସ୍ୱତୀ ପୂଜା । କୋଭିଡ ନିୟମ ମାନି ବିଦ୍ୟା ମନ୍ଦିରର ଗୁରୁଜୀ ଏବଂ ଗୁରୁମାମାନେ ଏକାଠି ପୂଜା କରିଥିଲେ.....
#ArgusNews #Odisha #Bhubaneswar #Saraswati_Puja