ଗତକାଲି ଭାଇରଲ ଭିଡିଓରେ ମାସ୍କ ଚେକିଂ ନାଁରେ ଯୁବକଙ୍କୁ ମାଡ଼ ଓ ସଙ୍ଗିନ ଦଫାରେ କୋର୍ଟ ଚାଲାଣ ଘଟଣାରେ ତଦନ୍ତ ନିର୍ଦ୍ଦେଶ ।ଯୁବକଙ୍କ ସମ୍ପର୍କୀୟ ଭଦ୍ରକ ଅତିରିକ୍ତ ଏସପିଙ୍କୁ ଭେଟି ନ୍ୟାୟ ଭିକ୍ଷା ପରେ ତଦନ୍ତ ପାଇଁ ଏସଡ଼ିପିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି...
#ArgusNews #Odisha #Bhadrak #Mask_Checking #Court_Forward