ଯାଜପୁରର କୋରେଇର କଳାକାହାଣୀ ।ଏଠି ଭେଣ୍ଡିଆ ପାଉଛି ବାର୍ଦ୍ଦକ୍ୟଭତ୍ତା । ଆଉ 90 ବର୍ଷର ବୁଢି ସାଜିଛି କୁନିପିଲା ।ବିକ୍ରୀ ହେଉଛି ଯୋଜନା...... ଟଙ୍କା ଦେଲେ ମିଳିବ ଆବାସ ......ଟଙ୍କା ଦେଲେ ମିଳିବ ଭତ୍ତା । ଏ ହେଉଛି କୋରେଇରେ ଚାଲିଥିବା ଅନ୍ଧାରୀ ଶାସନର କାହାଣୀ ।ଯୁବ ବିଜେଡି ସଭାପତିଙ୍କର ଦୁଇମହଲା ଘର ଥାଇ ବି ଆବାସ ପାଉଥିବା ବେଳେ ପଲଥିନ୍ ତଳେ ଦିନରାତି କାଟୁଥିବା ଲୋକଙ୍କ ପାଇଁ ପକ୍କାଘର ପାଲଟିଛି ସାତସପନ..
#ArgusNews #Odisha #KOREI #awasyojana
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app