ପାରଳାଖେମୁଣ୍ଡି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମହିଳା ଶାଖାର ପୂର୍ଵତନ ପରିଚାଳକ ତଥା ବର୍ତ୍ତମାନର BCC ବ୍ୟାଙ୍କ ଶାଖା କାସିନଗରକୁ ଭଙ୍ଗାଯାଇଛି । କେ ଭୁଜଙ୍ଗ ମହିଳା ଶାଖା BCC ବ୍ୟାଙ୍କ ରେ ରହିଥିବା ବେଳେ ଦାୟିତ୍ୱ ରେ ଥିବା ସୁନା ବ୍ୟବସାୟୀ ନକଲି ସୁନା ଦେଇ ଲାଖ୍ୟାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା......
#ArgusNews #Odisha #ArgusUpdate #Gajapati #Bank