କରୋନା କଟକଣା ପାଇଁ ଦୀପାବଳୀରେ ବାଣ ନଫୁଟାଇବାକୁ ରହିଛି ସରକାରୀ ନିର୍ଦ୍ଦେଶ । ଯେଉଁଥି ପାଇଁ ବାଣ ବିକ୍ରୟ ଉପରେ ଲଗାଯାଇଛି କଟକଣା । କିନ୍ତୁ କିଛି ଅସାଧୁ ବ୍ୟବସାୟୀ ଲାଭଖୋର ମନୋବୃତିରେ ଲୁଚାଛପାରେ ବେଆଇନ ବାଣ ବିକ୍ରି କରୁଛନ୍ତି । ଯାହା ଖବର ପାଇ ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ କୋଟିଏରୁ ଉର୍ଦ୍ଧ୍ବ ଯଙ୍କାର ବାଣ ଜବତ କରାଯାଇଛି ।
#ArgusNews #Odisha #Diwali #CrackerSiezed
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details...
App Store - https://apps.apple.com/tt/app/argus-news/id1526127869...