ଆତ୍ମନିର୍ଭର ଭାରତ ଯୋଜନା ଦେଖାଇଛି ନୂଆ ରାସ୍ତା । ରୋଜଗାର ହରାଇଥିବା ଉଠା ଦୋକାନୀଙ୍କୁ ସଶକ୍ତ କରିଛି ପିଏମ ସ୍ୱନିଧି ଯୋଜନା । ଏଥିରେ ସାମିଲ ଥିବା ଅନ୍ୟ କେନ୍ଦ୍ରୀୟ ଯୋଜନାର ଫାଇଦା ପହଞ୍ଚାଇବା ପାଇଁ କଟକ ମହାନଗର ନିଗମ ପକ୍ଷରୁ କ୍ୟାମ୍ପର ଆୟୋଜନ କରାଯାଇଛି ....
#ArgusNews #Cuttack #UthaDokani #SelfIndipendentIndia
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app