କଟକ ବାଙ୍କୀ ଅଞ୍ଚଳରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଫେସବୁକରେ ଭାଇରାଲ କରି ଯୁବକ ଗିରଫ
କଟକ ବାଙ୍କୀ ଅଞ୍ଚଳରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଫେସବୁକରେ ଭାଇରାଲ କରି ଯୁବକ ଗିରଫ । ଗତକାଲି ଏନେଇ ଯୁବତୀ ଜଣଙ୍କ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗିରଫ ଅଭିଯୁକ୍ତ ବ୍ରହ୍ମପୁରର ହୋଇଥିବା ସୂଚନା ମିଳିଛି....
#ArgusNews #ArgusUpdate #Odisha #Cuttack #Facebook #YongBoy #Arrested
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app