ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ କାର୍ଯ୍ୟକାରିଣୀରେ ସରକାରଙ୍କୁ ନିଶାନା କଲା ବିଜେପି । ନବୀନଙ୍କ ଶାସନକୁ ପଶ୍ଚିବବଙ୍ଗର ମମତାଙ୍କ ଶାସନ ସହ ତୁଳନା କରି ବର୍ଷିଛନ୍ତି ବିଜେପି ନେତା । ମାହାଙ୍ଗାର 4ଟି ମର୍ଡର କେସରୁ ଆରମ୍ଭ କରି ବିଭିନ୍ନ ସମୟରେ ଦଳର 17 ନେତାଙ୍କୁ ହତ୍ୟା, ସୀମା ବିବାଦ, ଲଘୁଖଣିଜ ଦ୍ରବ୍ୟ ଚୋରା ଚାଲାଣ ପରି ଭ୍ରଷ୍ଟାଚାର ଓ କୁସାଶନର ଅନେକ ଉଦାହରଣ ରଖି ବର୍ତ୍ତମାନର ଶାସନକୁ 90 ଦଶକର କଂଗ୍ରେସ ଶାସନ ସହ ତୁଳନା କରିଛି ବିଜେପି । ସେବା ସଂଗଠନ ସଂପର୍କ ଓ ସଂଘର୍ଷ ଆଧାରରେ ଦଳକୁ ମଜବୁତ କରିବାକୁ କାର୍ଯ୍ୟକାରିଣୀରେ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ.....
#ArgusNews #Odisha #Bhubaneswar #BJP #state_excutive #Meeting