ପୁଣି ଲେଉଟିଲା ଅଜଣା ଜନ୍ତୁ ଆତଙ୍କ । ଅଜଣା ଜନ୍ତୁ ଆକ୍ରମଣରେ 5 ମେଣ୍ଢାର ମୃତ୍ୟୁ ହୋଇଛି । 5 ମେଣ୍ଢା ନିଖୋଜ ଥିବାବେଳେ 3 ମେଣ୍ଢା ଆହତ ହୋଇଥିବା ଜଣାପଡିଛି । ସବୁ ମେଣ୍ଢାଙ୍କ ବେକ ଓ ପେଟରେ କ୍ଷତ ଚିହ୍ନ ରହିଥିବାବେଳେ ମୃତ୍ୟୁର କାରଣ ଜଣାପଡିନାହିଁ । ବନବିଭାଗ ଘଟଣାର ଛାନଭିନ୍ ଚଳାଇଛି....
#ArgusNews #Odisha #Cuttack #Niali #Ajana_Jantu #Death