ଚାଷୀ ସମସ୍ୟା, ମହିଳା ସୁରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି, ସିମା ବିବାଦ, ବାଲି ଚୋରି ଓ ଖଣି ଦୁର୍ନୀତି ଏହି ସବୁ ପ୍ରସଙ୍ଗ କୁ ବିଧାସଭାରେ ଆଲୋଚନା ପାଇଁ ସୁଯୋଗ ଦିଆ ଗଲା ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀ ରେ କହିଲେ ବିଜେପି ବିଧାୟକ ମୋହନ ଚରଣ ମାଝୀ...
#ArgusNews #Odisha #Assembly #BJP #Bhubaneswar Mohan Charan Majhi