ନିର୍ବାଚନ ପୂର୍ବରୁ ପ୍ରକଳ୍ପ ର କରାଯାଉଛି ଶିଳାନ୍ୟାସ । ନିର୍ବାଚନ ପରେ ଭୁଲିଯାଉଛନ୍ତି ପ୍ରକଳ୍ପ କୁ ! ଭୋଟ ପାଇଁ ଲୋକଙ୍କୁ ଦେଖାଯାଉଛି ଦିବା ସ୍ଵପ୍ନ । ଭୋଟ ପରେ ଲୋକଙ୍କ ସହ ଛଳନା। ରାଉରକେଲା ରେ ଏମିତି ପଡି ରହିଛି ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ଅନେକ ପ୍ରକଳ୍ପ ....
#ArgusNews #Sundargarh #Rourkela #RoadIssue
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app