ବାରିପଦା ଅର୍ବାନ କୋ-ପୋରେଟିଭ୍ ବ୍ୟାଙ୍କର ଜମାକାରୀଙ୍କ ପାଇଁ ଖୁସି ଖବର । ଦୀର୍ଘ ୮ ବର୍ଷ ପରେ ମିଳିଲା ନ୍ୟାୟ । ବହୁ ବାଦବିବାଦ ପରେ 76 ହଜାର 984 ଜଣ ଜମାକାରୀ ଫେରିପାଇବେ ୭୨ କୋଟି ୨୪ ଲକ୍ଷ ଟଙ୍କା । ଅନିଶ୍ଚିତତା ଭିତରେ ଥିବା ଜମାକାରୀଙ୍କୁ ଆଶାର ଆଲୋକ ଦେଖାଇଛନ୍ତି ମାନ୍ୟବର ହାଇକୋର୍ଟ ଓ ରିଜର୍ଭ ବ୍ୟାଙ୍କ....
#ArgusNews #Odisha #Mayurbhanj #Reserve_Bank