ରାଜଧାନୀ କ୍ୟାପିଟାଲ ହସ୍ପିଟାଲରେ ନିର୍ମାଣ ହେବ ଆୟୋଡିନ ପରୀକ୍ଷାଗାର... ଗଳଗଣ୍ଡ, ମାନସିକ ରୋଗ ବ୍ୟାଧି ଦୂର ହେବ । ମନୁଷ୍ୟ ଶରୀରରେ କେତେ ପ୍ରତିଶତ ଆୟୋଡିନ ରହିଛି.. ତାହାର ପରୀକ୍ଷା ହୋଇପାରିବ
#ArgusNews #Bhubaneswar #CapitalHospital #iodineTest
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app