ଆଜିଠୁ ପ୍ରତ୍ୟେକ ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । 20ରୁ ଉର୍ଦ୍ଧ୍ୱ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ଜୋତାଷ୍ଟାଣ୍ଡର କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ...
#ArgusNews #Odisha #Puri #SrimandiraClose #Corona #ArgusChannel