#ହଳଦିଆ_ତରଭୁଜ_ଚାଷରୁ_ତିନିଗୁଣା_ଲାଭ
ଖରାଦିନିଆ ତରଭୁଜ ଚାଷ ଏକ ଲାଭଦାୟକ ଫସଲ...ମୟୁରଭଞ୍ଜ ବଡ଼ସାହି ଅଞ୍ଚଳର ଜଣେ ପୁରୁଖା ତରଭୁଜ ଚାଷୀ ଏହି ତାଇୱାନ ପ୍ରଜାତିର ତରଭୁଜ ଚାଷ କରି ରାଜ୍ୟବାସୀଙ୍କୁ ଚଖାଇଛନ୍ତି ନିଆରା ଏକ ସ୍ୱାଦ ଓ ପାଇଛନ୍ତି ତିନିଗୁଣା ଲାଭ...
#ArgusNews #Odisha #Mayurbhanj #Watermelon #Watermelonfarming #Farming #Yellowwatermelon #GoodNews