କୋରାପୁଟ ଲକ୍ଷ୍ମୀପୁର ବିଜେପି ମଣ୍ଡଳ ସଭାପତିକୁ ଆକ୍ରମଣ। ବିଜେଡିର ପୂର୍ବତନ ସାଂସଦ ଝିନ୍ ହିକକା କରିଥିବା ଅଭିଯୋଗ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମଣ୍ଡଳ ବିଜେପି ସଭାପତି ବାବୁଲା ମହାରଣାଙ୍କ ପୁତୁରାଙ୍କୁ ଲକ୍ଷ୍ମୀପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଆଡିମିଟ୍ କରିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ...
#ArgusNews #Odisha #koraput #Death #Attack