ସରକାର ଭାବିଚିନ୍ତି ନିଷ୍ପତି ନେବା ଉଚିତ...କେନ୍ଦ୍ର ସରକାରଙ୍କ ନୋମେନ କ୍ଲେଚର ପରିବର୍ତ୍ତନ କରିବାର ନିୟମ ନାହିଁ...ଯେଉଁ ଅଫିସର ମାନେ ଗାଁକୁ ଯାଉଛନ୍ତି ଲୋଗୋ ଲଗାଇବା ପାଇଁ ତାଙ୍କୁ ଗାଁ ଲୋକ ଫେରାଇ ଦେଉଛନ୍ତି...ପ୍ରଥମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଅନ୍ତୁ ବୋଲି ଦାବି କରୁଛି ବିଜେପି...ପୃଥ୍ବୀରାଜ ହରିଚନ୍ଦନ ବିଜେପି ସାଧାରଣ ସମ୍ପାଦକ
#ArgusNews #BJP #AbasYojana #PruthirajHarichandan
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app