ସମ୍ପୂର୍ଣ୍ଣ ବଦଳିବ ଶ୍ରୀମନ୍ଦିର ଚତୁର୍ପାଶ୍ୱର ଦୃଶ୍ୟ । ଆସନ୍ତା ଜୁନ ମାସରେ ଆରମ୍ଭ ହେବାକୁ ଯାଉଛି ପୁରୀ ହେରିଟେଜ୍ କରିଡୋର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । 800 କୋଟି ଟଙ୍କାର ଏହି ପ୍ରକଳ୍ପ 2 ବର୍ଷ ମଧ୍ୟରେ ଶେଷ ହେବା ଲକ୍ଷ୍ୟ ରଖାଯାଇଛି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ଉତ୍କଳୀୟ କାରିଗରୀ ଶିଳ୍ପକଳା ମଧ୍ୟରେ ନିର୍ମାଣ ହେବ ଏହି ପ୍ରକଳ୍ପ...
#ArgusNews #Odisha #Puri #Heritage #CMO