ଖୋର୍ଦ୍ଦା ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅଞ୍ଚଳରେ ପିଲା ଚୋରୀ ସନ୍ଦେହରେ ମହିଳାଙ୍କୁ କାବୁ କଲେ ଗ୍ରାମବାସୀ । ଜଣେ ୩ ବର୍ଷର ଶିଶୁ କନ୍ୟାଙ୍କୁ ଜଣେ ଅଜଣା ମହିଳା ଚୋରୀ କରି ନେଇଯାଉଥିବା ସନ୍ଦେହରେ ସଂପୃକ୍ତ ମହିଳାଙ୍କୁ ସ୍ଥାନୀୟ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି .....
#ArgusNews #Khordha #ChildTheft
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app