ବିକାଶର ମଡେଲରେ ଅଟକି ଗଲା ସ୍ୱାସ୍ଥ୍ୟ ସେବାର ସୁନେଲି ସ୍ୱପ୍ନ । କଳାହାଣ୍ତିକୁ ବିକାଶ ମଡେଲ ଭାବେ ଘୋଷଣା କରିବାର ଦେଢମାସ ନ ପୁରୁଣୁ ସରକାର ବେଦାନ୍ତ ମେଡିକାଲ କଲେଜ କାମରେ ପୂର୍ଣଛେଦ ଟାଣିଛନ୍ତି । ଜିଲ୍ଲାରେ ପୂର୍ବରୁ ସର୍ଦ୍ଦାର ରାଜା ମେଡିକାଲ କଲେଜର ଭାଗ୍ୟ ଅନ୍ଧାରକୁ ଚାଲିଯାଇଥିବା ବେଳେ ବେଦାନ୍ତ କରୁଥିବା ମେଡିକାଲ କଲେଜର ଚୁକ୍ତିନାମା ବି ବାତିଲ କରିଛନ୍ତି....
#ArgusNews #Odisha #Kalahandi #Medical_College