ରାଜ୍ୟରେ ଟିକାର ଅଭାବ ଦୂର କରିବା ଲାଗି ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା କିଣିବା ପାଇଁ ନିଷ୍ପତ୍ତି ନେଇଥିଲେ....ଏହାକୁ ଭିତ୍ତିକରି ଆଜି ରାଜ୍ୟ ଔଷଧ ନିଗମ ପକ୍ଷରୁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶ୍ବ ବଜାରରୁ ୩କୋଟି ୮୦ଲକ୍ଷ ଟିକା ଆଣିବା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।...
#ArgusNews #Odisha #ArgusNewsTV #Satelite #NewsChannel #Global_Tender #vaccine #State_Govt.