ଖୋଲିଛି ମନ୍ଦିର ହେଲେ ଖୋଲୁନି ଦୋକାନ
ଦୀର୍ଘ ମାସ ପରେ ମାଆ ସମଲେଶ୍ୱରୀଙ୍କ ମନ୍ଦିର ଚଳଚଞ୍ଚଳ । କୋରୋନା କଟକଣା ଭିତରେ ଜାନୁଆରୀ 3ରୁ ଖୋଲିଛି ମନ୍ଦିର । ହେଲେ ମନ୍ଦିର ପରିସରରେ ଥିବା 13ଟି ଦୋକାନ ଏବେ ବି ବନ୍ଦ ରହିଛି । ପ୍ରଶାସନ ଅନୁମତି ଦେଉନଥିବାରୁ ଖୋଲିପାରୁନି ଦୋକାନ । ଫଳରେ 10 ମାସ ହେଲା ରୋଜଗାର ନଥିବାରୁ ହାତବାନ୍ଧି ବସିଛନ୍ତି ଦୋକାନୀ । ଏପରିକି ଦୋକାନରେ ଭର୍ତ୍ତି କରିଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହେବାକୁ ବସିଲାଣି......
#ArgusNews #Odisha #Sambalpur #Temple_Open #Shop
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app