ଆଜିର ଏଇ ସ୍ୱାର୍ଥପର ଦୁନିଆରେ ମଣିଷ ହୋଇ ମଣିଷ ମନର କଥା ବୁଝି ପାରୁ ନ ଥିବା ବେଳେ, ପଶୁପକ୍ଷୀ ଜୀବଜନ୍ତୁଙ୍କ କଥା କିଏ ବା ପଚାରେ । ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଜଣେ ନିଆରା ପକ୍ଷୀ ପ୍ରେମୀଙ୍କୁ ଦେଖିଲେ ଆପଣ ବି କିଛି ସମୟ ପାଇଁ ଅବାକ୍ ହେବା ସହିତ ଆଶ୍ଚର୍ଯ୍ୟ ହୋଇ ଯିବେ ....